ରାଷ୍ଟ୍ରୀୟ ସ୍ତରର ଖେଳାଳି ହେବା ଏକ ସହଜ କଥା ନୁହେଁ ବେଶଷ କରି ଯେତେବେଳେ ଏକ ମହିଳା ବିଷୟରେ କୁହାଯାଏ। କିନ୍ତୁ ସମସ୍ତ ଲୋକକୁହା କଥା ଓ ସାମାଜିକ ପ୍ରଥାକୁ ପଛରେ ପକାଇ ଆଗକୁ କିପରି ବଢିଛନ୍ତି ସେହି ବିଷୟରେ ଆସନ୍ତୁ ଶୁଣିବା ନମିତା ଟୋପ୍ପୋ, ଭାରତୀୟ ହକି ଖେଳାଳିଙ୍କ ମୁଖରୁ।